1. ଇବୁକ୍ ଗୁଡିକ କ’ଣ? ମୁଁ କାହିଁକି ଇବୁକ୍ ବ୍ୟବହାର କରିବା ଉଚିତ୍?
ଏକ ମୁଦ୍ରିତ ପୁସ୍ତକ ପରି, ଏକ ଇ-ବୁକ୍ କେବଳ ଡିଜିଟାଲ୍ ତଥ୍ୟରେ କମ୍ପ୍ୟୁଟର ତଥ୍ୟକୁ ନେଇ ଏକ ଅନଲାଇନ ନୋଟସ || ଏହାକୁ ଅନଲାଇନ୍ ପଢିବା ପାଇଁ ଆପଣ ଯେକୌଣସି ସମୟରେ କିଣି ପଢି ପାରିବେ | ଏବଂ ଅଫଲାଇନ୍ ପଢିବା ପାଇଁ ଆପଣ ଏହାକୁ ଏକ ଡିଜିଟାଲ୍ ଡିଭାଇସ୍ ଯେପରିକି ଆଣ୍ଡ୍ରଏଡ୍ ମୋବାଇଲ୍, PC କିମ୍ବା ଟାବଲେଟ୍ କମ୍ପ୍ୟୁଟରରେ ଡାଉନଲୋଡ୍ କରିପାରିବେ ଓ ନିଜ ଇଚ୍ଛା ମୁତାବକ ପଢି ପାରିବେ |
ଇ-ବୁକ୍ କିମ୍ବା ଡିଜିଟାଲ୍ ବହି / ସ୍ମାର୍ଟ ବହିଗୁଡ଼ିକ ହାଇଲାଇଟ୍ ଏବଂ ନୋଟ୍ ନେବା ଭଳି ସମସ୍ତ ପ୍ରିଣ୍ଟ୍ ବୁକ୍ ବୈଶିଷ୍ଟ୍ୟ ପ୍ରଦାନ କରେ | ଏଥିରେ HANDMADE ନୋଟ୍ସ ଆପଣଙ୍କୁ ମିଳିବ ଯେଉଁଟା କି ପଢିବା, ବୁଝିବା ଓ ମନେରଖିବା ପାଇଁ ସହଜ ହେବ
2. ମୁଁ ଡିଜିଟାଲ ଓଡିଶା ର ଇବୁକ୍ପ ପଢିବା ପାଇଁ କ’ଣ ଆବଶ୍ୟକ କରେ?
ଆମର ଇବୁକ୍ ପଢିବା ପାଇଁ ଆପଣଙ୍କୁ ଏକ PC କିମ୍ବା ଲାପ୍ ଟପ୍ (ୱିଣ୍ଡୋଜ୍) କିମ୍ବା ଆଣ୍ଡ୍ରଏଡ୍ ମୋବାଇଲ୍ କିମ୍ବା ଟ୍ୟାବଲେଟ୍ ଦରକାର | ଏହାକୁ ଆପଣ ଡାଉନଲୋଡ କରି ନିଜର ମୋବାଇଲ କିମ୍ବା ଲାପଟୋପ ରେ ରଖି ପଢି ପାରିବେ || ଚାହିଁଲେ ପ୍ରିଣ୍ଟ ଆଉଟ ମଧ୍ୟ କରି ପାରିବେ ||
3. ମୁଁ ଖୋଜୁଥିବା ଇବୁକ୍ କୁ କେଉଁଠୁ ପାଇବି?
ଆମର ୱେବସାଇଟ ରେ ଭାରତ ଏବଂ ଓଡିଶାର ସମସ୍ତ ପରୀକ୍ଷା ପାଇଁ ବହି ତାଲିକାଭୁକ୍ତ ହୋଇଛି | ODIA GUIDE ରୁ କେବଳ ଆପଣଙ୍କର ବିଭାଗ ବାଛନ୍ତୁ ଏବଂ ଆମର ସହଜ-ବ୍ୟବହାର ନେଭିଗେସନ୍ ବ୍ୟବହାର କରି ଆପଣଙ୍କ ପସନ୍ଦର ବୁକ୍ ଉପରେ କ୍ଲିକ୍ କରନ୍ତୁ ନହେଲେ SEARCH BUTTON ରେ ନିଜର ବୁକ NAME ଟାଇପ କରନ୍ତୁ ତାପରେ କ୍ଲିକ କରି ନିଜର ବହି କୁ ଆପଣ ପାଇ ପାରିବେ |
4. odiaguide.in ରୁ ମୁଁ କିପରି ଏକ ଇବୁକ୍ କିଣିବି?
🔅 ପ୍ରଥମେ ଆମ ୱେବସାଇଟ୍ ରେ ଭିଜିଟ କରନ୍ତୁ |
🔅 ଥରେ ଆପଣ ପସନ୍ଦ କରୁଥିବା ଇବୁକ୍ ପାଇଲେ, ତାପରେ Add to Cart” ବଟନ୍ ଉପରେ କ୍ଲିକ୍ କରନ୍ତୁ – ଇବୁକ୍ ବର୍ତ୍ତମାନ ତୁମର କାର୍ଟରେ ଯୋଡି ହୋଇଗଲା |
🔅 ତାପରେ ଚେକ ଆଉଟ କୁ ଅପସନ କୁ ଯାଆନ୍ତୁ ||
🔅 ଆଉ ମାନେ ରଖନ୍ତୁ ଯଦି ଆପଣ ଲଗ୍ ଇନ୍ କରନ୍ତି ନାହିଁ, ସିଷ୍ଟମ୍ ଆପଣଙ୍କୁ ଏହି ସମୟରେ ସାଇନ୍ ଇନ୍ କରିବାକୁ କହିବ | ଯଦି ଆପଣଙ୍କର ଏକ ପଞ୍ଜୀକୃତ ଆକାଉଣ୍ଟ୍ ନାହିଁ, ତେବେ ଆପଣ ସେତେବେଳେ ଗୋଟିଏ ସୃଷ୍ଟି କରିପାରିବେ ଏବଂ “ଚେକଆଉଟ୍ କରିବାକୁ ଅଗ୍ରଗତି କରନ୍ତୁ” |
🔅 ଆଉ ନିଜର ATM କାର୍ଡ କିମ୍ବା ଫୋନ ପେ , ଗୁଗୁଲ ପେ ରେ ପେମେଣ୍ଟ କରି ପାରିବେ ||
ତାପରେ ପେମେଣ୍ଟ ହେଲାପରେ କିଛି ସମୟ ଅପେକ୍ଷା କରନ୍ତୁ ତାପରେ ଅଟୋମେଟିକ ଡାଉନଲୋଡ OPTION ଆସିଯିବ ତାପରେ ଆପଣ ସହଜରେ ଡାଉନଲୋଡ କରି ପାରିବେ
5. ମୁଁ ଇ-ବୁକ୍ ପାଇଁ କିପରି ପେମେଣ୍ଟ କରି ପାରିବେ?
ଏକ ସୁରକ୍ଷିତ ଇଲେକ୍ଟ୍ରୋନିକ୍ ବିଲିଂ ସିଷ୍ଟମ୍ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ || ଆପଣ ନିଜର ଇଛା ମୁତାବକ ବହିର ରଖାଯାଇଥିବା ମୂଲ୍ୟ ପେ କରି ପାରିବେ || ଯେମିତି ଏଥିରେ ଆପଣ ନିଜର GOOGLE PAY, PAYTM, PHONE PAY. କ୍ରେଡିଟ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ , ଡେବିଟ କାର୍ଡ ଆଦି ବ୍ୟବହାର କରି ପାରିବେ
6. ମୁଁ ବହିଗୁଡ଼ିକୁ ପ୍ରିଣ୍ଟ କରିପାରିବି କି?
ହଁ, ତୁମେ ତୁମର ବହି ପ୍ରିଣ୍ଟ କରିପାରିବ କିନ୍ତୁ ଏଥିରେ ବହୁତ ଟଙ୍କା ଖର୍ଚ ହେବ କାହଁକିନା ବହିରେ ବହୁତ ପେଜ ରହିଥାଏ
7. ମୁଁ ଆଣ୍ଡ୍ରଏଡ୍ ମୋବାଇଲ୍ / ଟ୍ୟାବଲେଟ୍ ରେ ଇ-ବୁକ୍ କିପରି ପଢ଼ିବି
ଆପଣଙ୍କ ସ୍ମାର୍ଟଫୋନରେ (ଆଣ୍ଡ୍ରଏଡ୍) ଇବୁକ୍ ପଢିବାକୁ କେବଳ ଭଲ PDF ରିଡର ଆପ୍ପ ଇଂସ୍ଟଲ କରିବେ ଆଉ ସେଥିରେ PDF ON କରି ପଢିବାକୁ ପଢ଼ିପାରିବେ
8. ଭବିଷ୍ୟତରେ ନୁଆଁ ଅପଡେଟ କେମିତି ଡାଉନଲୋଡ କରିବି ?
ଯେତେବେଳ ଆମେ ନୁଆଁ ଅପଡେଟ ପ୍ରୋଭାଇଡ କରିବୁ ଆପଣଙ୍କୁ ମେଲ ରେ ଗୋଟେ ଅପଡେଟ ମେସେଜ ମିଳିଯିବ ତାପରେ ଆପଣ ଆସି ଆମ ୱେବ୍ସାଇଟରେ ନିଜର ଆକାଉଣ୍ଟ ଓପନ କରି ଡାଉନଲୋଡ ଅପସନ କୁ ଯାଇ ନୁଆଁ ଡାଉନଲୋଡ଼ କରି ପାରିବେ
9. ଇ-ବୁକ କିଣିବା ପରେ ପଇସା ଫେରସ୍ଥ ହେଇ ପାରିବ କି ?
ନାହିଁ ! ପେମେଣ୍ଟ ପରେ ୱେବସାଇଟ ରେ ଫେରସ୍ଥ ସୁବିଧା ନାହିଁ || କାହିଁକି ନା ଆମ ପାଖରେ ସମୟ ବହୁତ କମ || ଯଦି ବହି ଡାଉନଲୋଡ ରେ କିଛି ପ୍ରୋବ୍ଲେମ ହୁଏ ତାହେଲେ ଆମକୁ ଇମେଲ ମଧ୍ୟରେ HELP ମାଗି ପାରିବେ ||
10. ଯଦି ପ୍ରୋବ୍ଲେମ ହୁଏ କେମିତି ଆମକୁ Contact କରିବେ ?
ଆପଣ ଆମକୁ ଆମର ଜିମେଲ odiabookstore@gmail.com ରେ ମେସେଜ କରିବେ