Common queries answered
Frequently asked Questions
ବହି କିଣିଲା ପରେ ଅଟୋମେଟିକ ନିଜର ମୋବାଇଲ କିମ୍ବା କମ୍ପୁଟର ରେ ବହି ଡାଉନଲୋଡ ହୋଇଯିବ
ଏହା ସମ୍ପୂର୍ଣ୍ଣ EBOOK କୌଣସି ଫିଜିକାଲ ବୁକ ମିଳିବନି କିଣିଲା ପରେ ଆପଣମାନେ ମୋବାଇଲ କିମ୍ବା କମ୍ପୁଟର କିମ୍ବା ପ୍ରିଣ୍ଟ ଆଉଟ ବାହାର କରି ପଢିପାରିବେ ||
ଯଦି ଡାଉନଲୋଡ ନହେଲା ଆପଣଙ୍କର MYACOUNT ସେକ୍ସନ କୁ ଯିବେ ଆଉ ତାପରେ ଡାଉନଲୋଡ ଅପସନ କୁ ଗଲେ ସେଠାରେ ବହି ମିଳିଯିବ | ତାପରେ ଯଦି କୌଣସି ପ୍ରୋବ୍ଲେମ ହେଲା ତାହେଲେ { help@odiaguide.in) ରେ ନିଜର ନାମ ଓ ମୋବାଇଲ ନମ୍ବର ସହ ମେସେଜ କରିବେ 24 ଘଣ୍ଟା ଭିତରେ ଆପଣଙ୍କ ବହି ଆପଣାକୁ ପଠେଇ ଦିଆଯିବ
ନାଁ ଏହା ସମ୍ଭଵଃ ନୁହେ କାରଣ ବହୁତ କମ ଦାମ ରେ ବହି ଆପଣଙ୍କୁ ଦିଆଯାଉଛି ଯାହା କି ଆପଣ ମାନେ ସମସ୍ତେ ଏଫଫୋର୍ଟ କରିପାରିବେ || ବେଳେବେଳ ଫେରସ୍ତ ପାଇ ପାରିବେ ଯେତେବେଳେ କୌଣସି କାରଣ ଥିବ|
ହଁ ପ୍ରତ୍ୟକ ବହି ଉପରେ 1 ବର୍ଷ ର ଫ୍ରି ଅପଡେଟ ମିଳିବ | ଆପଣମାନେ ନିଜ MYACCOUNT OPTION କୁ ଯାଇ ଏହାକୁ ଡାଉନଲୋଡ କରି ପାରିବେ
ନାହିଁ ଏହି ବହି ଦୋକାନ ରେ ମିଳିବ ନାହିଁ କେବଳ ଏହି ୱେବସାଇଟ ରେ ମିଳିବ
ନାଁ ଏହି ବହି କୁ ଆପଣ ଆଉ କାହାକୁ ମଧ୍ୟ ବିକ୍ରି କରି ପାରିବେନି , ଏହା କେବଳ ଏହି ୱେବସାଇଟ ପାଇଁ ପ୍ରଯୁଜ୍ୟ || ନହେଲେ କିଛି ମଧ୍ୟ ହୋଇ ପାରେ
ଆପଣମାନେ ଅନଲାଇନ ମାଧ୍ୟମରେ 100% ବିନା ରିସ୍କ ରେ ପେମେଣ୍ଟ କରିପାରିବେ ( PHONE PAY, GOOGLE PAY, ONLINE BANKING , THROUGH DEBIT, CREDIT CARD)
CONT US
help@odiaguide.in