Best Book For Odisha Constable Exam 2021
199.00 149.00 Add to cart
Sale!

Best Book For Odisha Constable Exam 2021

149.00

-25%

Buy Best Book For Odisha Constable Exam 2021, odisha constable exam guide buy here, odisha constable exam new book buy here , odisha police constable Exam Book Buy online

Instant Download After Payment 

  • ବହି କିଣିଲା ପରେ କୌଣସି ଫେରସ୍ତ ସୁବିଧା ନାହିଁ
  • ବହି ନେବା ପୂର୍ବରୁ ଡେମୋ ପ୍ରଥମେ ଦେଖନ୍ତୁ ଯଦି ଭଲ ଲାଗିବ ନେବେ
  • Latest Exam Pattern
  • Prepared by Top Educator
  • ଯଦି କୌଣସି ପ୍ରଶ୍ନ ଥାଏ ଆମର ଜିମେଲ ରେ ମେସେଜ କରନ୍ତୁ odiabookstore@gmail.com
Guaranteed Safe Checkout

Free worldwide shipping on all orders over $50

  • 30 days easy returns
  • Order yours before 2.30pm for same day dispatch
Guaranteed Safe Checkout

Best Book For Odisha Constable Exam 2021

Buy Odisha Police Constable Exam Book

ଏହି ବହି କୁ ଓଡିଶା ର ଡିଜିଟାଲ ଓଡିଶା ୟୁଟୁବ ଚେନେଲ ତରଫରୁ ପ୍ରସ୍ତୁତ କରାଯାଇଛି  | ଯେଉଁଠି ଆପଣଙ୍କୁ ସମ୍ପୂର୍ଣ୍ଣ SUBJECT ର ସହଜ ନୋଟସ ମିଳିଯିବ | ଏହି ବହିରେ ଉଭୟ ଥିଓରୀ ଓ MCQ ରଖା ଯାଇଛି ଯେଉଁଟାକି ଆପଣଙ୍କୁ ପରୀକ୍ଷାରେ ସାହାଯ୍ୟ କରିବ | ଯାହା ସବୁ ନୋଟସ ଦିଆଯାଇଛି ଏହାକୁ ଆପଣ ମାନେ ଫ୍ରି ରେ ମଧ୍ୟ କ୍ଲାସ ନେଇପାରିବେ |

ଏହି ବହି ଆପଣଙ୍କୁ ବାହାର ମାର୍କେଟ ରେ ମିଳିବ ନାହିଁ | ଏହି ବହିରେ 1700+ ପେଜ ଅଛି | ଏହି ବହିରେ ଆପଣଙ୍କର ଗଣିତ ଫୁଲ ସିଲାବସ କଭର କରାଯାଇଛି |

ବହି ରେ କଣ ସବୁ ଅଛି –

  • Mathematics
  • Reasoning
  • Computer
  • English Grammar
  • Odia Grammar
  • General Knowledge
  • General Studies ( History/ Geography/Economics/ Political Science)
  • General Science
  • Current Affairs

About Book :

Book Name – Odisha Police SI Exam Book

Author – Digital Odisha ( Dilip Sir)

Total Page – 1700+

Language – English ( Odia Grammar- Odia, Math – Odia/English)

Price – Only Rs 149-

Book Content – Both Theory & MCQ

Types Of Product- SoftCopy

Hard Copy Price – Rs 2000/- (Not Available Now)

IF YOU WANT TO ODISHA RI BOOK THEN CLICK HERE 

Buy Best Odisha Police SI Exam 2021 book

The online written test will consist of questions related to odia grammar, English grammar, Computer, Mental Ability/ Intelligence/ Reasoning, Numerical & Mental Ability and General Awareness. Check the subject-wise list of books mentioned further in the article as per the Odisha Police SI syllabus and exam pattern.

✅ ବହି ମୁଁ କେମିତି ପାଇବି ?

ଏହି ବହି ଆପଣଙ୍କୁ e-ବୁକ ଭଳି ମିଳିବ ଯାହା ଆପଣଙ୍କୁ ପେମେଂଟ ହେଲା ପରେ ନିଜର ଜିମେଲ କୁ ମେସେଜ ସେଠୁ ଆପଣ ମାନେ ପାଇଁ ପାରିବେ

✅ ଭବିଷ୍ୟତରେ କେମିତି ମୁଁ  ଫ୍ରି ପୁଣି ଅପଡେଟ ପାଇବି ?

ନିଜର ଜିମେଲ id ଆଉ ପାସୱର୍ଡ କୁ ମନେ ରଖିବେ ଯୋଉ ସମୟରେ ବହି କିଣୁଛନ୍ତି, ପୁଣି ସେଇ ଜିମେଲ id ଆଉ ପାସୱର୍ଡ ଦେଇ ୱେବସାଇଟ ରେ ଲଗିଂନ କଲେ ସେଠି ଆପଣଙ୍କୁ ପୁଣି ଅପଡେଟ ମିଳିଯିବ |

✅ ବହି ର କିଛି ହୋମ ଡେ଼ଲିଭରି ସୁବିଧା ଅଛି କି ?

ନା ନାହିଁ ଏହିଟା ଇ ବୁକ ଯାହା ଆପଣଙ୍କୁ କେବଳ PDF ଭଳି ମିଳିପାରିବ

✅ ଏହି ବହି ଆଉ କେଉଁଠି ମିଳି ପାରିବ କି ?

ନା ଏହି ବହି କେବଳ ଏହି ୱେବ୍ସାଇଟ୍ ରେ ମିଳିବ|

✅ ଯଦି ବହି ନ ମିଳିବ ମୁ କଣ କରିବି ?

ଆପଣଙ୍କର ପେମେଂଟ ରିସିଭ ସହିତ Book ର ନାମ ସହିତ ଆମକୁ (odiabookstore@gmail.com) ରେ ଜିମେଲ କରିବେ | ତାପରେ ଆମେ ଆପଣଙ୍କୁ 24 ଘଣ୍ଟା ଭିତରେ ଆପଣଙ୍କର ଜିମେଲ କୁ ପଠେଇ ଦେବୁ |

✅ ବହି କିଣିଲା ପରେ ପଇସା ରିଟର୍ନ ହେଇ ପାରିବ କି ?

ସେଥିପାଇଁ ଆମେ ଦୁଃଖିତ (SORRY) | ଥରେ ବହି କିଣିଲା ପରେ ଆଉ ରିଟର୍ନ ସୁବିଧା ନାହିଁ | କାହିଁକି ନା ଆମେ କୌଣସି କମ୍ପାନୀ ନୋହୁଁ | JUST ପିଲାଙ୍କୁ ସାହାଯ୍ୟ କରୁଛୁ , କିନ୍ତୁ ହଁ ଆପଣ ସପୋର୍ଟ ନେଇ ପାରିବେ |

ଯଦି ଆପଣ କୌଣସି ହାର୍ଡ କପି କିଣିବାକୁ ଚାହୁଁଛନ୍ତି ଅଲଗା ଅର୍ଥର ର ତାହେଲେ ଆପଣ ମାନେ ଆମାଜୋନ ୱେବ୍ସାଇଟ ରୁ କିଣି ପାରିବେ

Reviews

There are no reviews yet.

Be the first to review “Best Book For Odisha Constable Exam 2021”

Your email address will not be published. Required fields are marked *